ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ: ୮ ଗୁରୁତର


 

ଅର୍ଗସ ବ୍ୟୁରୋ: ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ବିଷାକ୍ତ ଗ୍ୟାସ ଲିକ ହେବାରୁ 8 ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।  ଗୁରୁତରଙ୍କୁ ighରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। 

5 ନମ୍ୱର୍ ବ୍ଲାଷ୍ଟ ଫର୍ନେସରେ ଏଭଳି ଅଘଟଣ ଘଟିଛି। ବିଷାକ୍ତ କାର୍ବନ ମନୋକସାଇଡ ଗ୍ୟାସ ଯୋଗୁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ତେବେ ଗ୍ୟାସ ଲିକର କାରଣ ଏଯାଏ ଜଣାପଡ଼ିନି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post