ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !

 

ନୂଆଦିଲ୍ଲୀ: ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ। କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସିଗଲା ପରେ ବିମାନରେ ଲାଗିଗଲା ନିଆଁ । ୧୯ ଜଣଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ ।   ତେବେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା । 

ଅଧିକ ପଢନ୍ତୁ ଭାରତ ଖବର
Post a Comment (0)
Previous Post Next Post