ସାପ ନେଇଗଲା ଭାଇଭଉଣୀଙ୍କ ଜୀବନ...

 

brother and sister dead in snake attack

ଅର୍ଗସ ବ୍ୟୁରୋ:  ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଅଭାବନିୟ ଘଟଣା । ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ। ଜଣଙ୍କର ସଇଁତଲା ଡାକ୍ତରଖାନା ରେ ମୃତ୍ୟୁ ବେଳେ ଆଉ ଜଣ ଙ୍କର ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ମୃତ୍ୟୁ ବୋଲି ସୂଚନା। ମୃତ୍ୟୁ ର କାରଣ ଅସ୍ପଟ, ପୋଲିସ ର ଛାନ ଭିନ ଆରମ୍ଭ.। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ କାରଣ। ଘଟଣା କୁ ନେଇ ଅଂଚଳ ରେ ଶୋକର ଛାଇ ଖେଳିଯାଇଛି । ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post