ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ



 ଅର୍ଗସ ବ୍ୟୁରୋ: ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ସରକାର । ଆଜି ପୂର୍ବତନ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ଉପେନ୍ଦ୍ର । 

୧୯୮୪ରେ ସେ ଜମ୍ମୁ ଓ କଶ୍ମୀର ରାଇଫଲରେ ଚାକିରି ଆରମ୍ଭ କରିଥିଲେ । ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଥିବାବେଳେ 30 ତମ ସ୍ଥଳ ସେନା ମୁଖ୍ୟ ହୋଇଛନ୍ତି ଉପେନ୍ଦ୍ର ଦ୍ୱିବେଦୀ । 

ଆହୁରି ପଢନ୍ତୁ ଭାରତ ଖବର...

Post a Comment (0)
Previous Post Next Post