ଭୁବନେଶ୍ୱର: ରାଜ୍ୟରେ ଖୋଲିବ 25 ଟି ନୂଆ ଅବକାରୀ ଥାନା । 16 ଟି ସ୍ଥାନରେ ଖୋଲିବ 25 ଟି ଅବକାରୀ ଥାନା । କେବଳ ଗଞ୍ଜାମରେ 6 ଟି ନୂଆ ଅବକାରୀ ଥାନା ଖୋଲିବ । ଗଞ୍ଜାମରେ 3, ବ୍ରହ୍ମପୁରରେ 3 ଟି ନୂଆ ଅବକାରୀ ଥାନା ହେବ । ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ 6 ଟି ଅବକାରୀ ଥାନା ପ୍ରତିଷ୍ଠା ହେବ । ସେପ୍ଟେମ୍ବର ୪ରେ ହେବ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ।