ସାଲିଆ ସାହିରେ ବୁଲିଲା ବୁଲଡୋଜର, ଭଙ୍ଗା ଗଲା ଦେଶୀ ମଦ ଆଡ୍ଡାସ୍ଥଳୀ



 ଭୁବନେଶ୍ୱର:  ଗଞ୍ଜାମରେ ମଦ ମୃତ୍ୟୁ ପରେ ଆକ୍ସନ ମୋଡ୍ ରେ ମୋହନ ସରକାର । ପୁଣି ରାଜଧାନୀ ସାଲିଆ ସାହିରେ ବୁଲିଲା ବୁଲଡୋଜର । ଭଙ୍ଗା ଗଲା ଦେଶୀ ମଦ ଆଡ୍ଡାସ୍ଥଳୀ ।  ନୀଳଚକ୍ର ନଗର ମୁଣ୍ଡା ସାହି ହାଟରେ ଭୁବନେଶ୍ବର ଅବକାରୀ ଟିମ୍ ର ଚଢ଼ାଉ । 

ଜେସିବିରେ ଭଙ୍ଗା ଯାଉଛି ଦେଶୀ ମଦର ଆଡ୍ଡାସ୍ଥଳୀ । ବିପୁଳ ପରିମାଣର ଦେଶୀ ଚାଉଳି ମଦ ଜବତ । ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି । ଜାରି ରହିଛି ଅବକାରୀ ଚଢ଼ାଉ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post