କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌

 

Vigilance raids at the house of Pradeep Das, a junior clerk

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ । କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଛି ରେଡ୍‌ । ବାଲେଶ୍ଵର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କିରାଣୀ ପ୍ରଦୀପ କୁମାର ଦାସଙ୍କ  ନୀଳଗିରି ଥାନା କାହାଳିଆ ସ୍ଥିତ ଶଶୁର ଘରେ ୭ ଜଣିଆ ଭିଜିଲାନ୍ସ ଟିମ୍ ର ତନାଘନା । ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ ପରେ ଫେରିଛନ୍ତି ଭିଜିଲାନ୍ସ ଅଧିକାରୀ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post