ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ

 ନୂଆଦିଲ୍ଲୀ: ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ । ସ୍ପେନକୁ 2-1 ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଲା ଭାରତ । ଟୋକିଓ ଅଲମ୍ପିକ୍ସରେ ବି ବ୍ରୋଞ୍ଜ ପଦକ ହାତେଇଥିଲା ଭାରତ । ଭାରତ ପକ୍ଷରୁ ୨ଟି ଗୋଲ କରିଛନ୍ତି କ୍ୟାପଟେନ ହରମନପ୍ରୀତ୍ ।

ଏହାସହ କ୍ୟାରିଅରର ଶେଷ ମ୍ୟାଚ୍ ଖେଳିଲେ ଗୋଲ୍ କିପରି ପି.ଆର୍ ଶ୍ରୀଜେସ୍ । ଅଲମ୍ପିକ୍ସରେ ଭାରତର ଚତୁର୍ଥ ପଦକ । ସୁଟିଂରେ 3 ପଦକ, ହକିରେ ଗୋଟିଏ ପଦକ ମିଳିଛି । 
ଅଧିକ ପଢନ୍ତୁ କ୍ରୀଡା ଖବର 

Post a Comment (0)
Previous Post Next Post