ପାରାଦୀପ ବନ୍ଦରରେ ଚୀନ୍‌ର ଜାହାଜ ଲାଗିବା ପରେ ତନାଘନା


 

ଜଗତସିଂହପୁର: ପାରାଦୀପରେ ତିନି ଘାନା ନାଗରିକ । ଏକ ଜାହାଜରେ ଲୁଚି ଆସି ପାରାଦୀପରେ ଧରା ପଡିବା ପରେ ସିଆଇଏସଏଫ ହେପାଜତରେ ଅଛନ୍ତି । ପାରାଦୀପ ପୋର୍ଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ସିକିୟୁ ବର୍ଥରେ ଜାହାଜ ଲାଗିବା ପରେ ତନାଘନା ଆରମ୍ଭ ହୋଇଛି । ଜାହାଜଟି ହଂକଂ ର ହୋଇଥିବାବେଳେ ଏହି ଜାହାଜରେ ଏମାନେ  ଆସିଲେ କିପରି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । 

ଏମାନଙ୍କ ଉଦ୍ଦେଶ୍ୟ କଣ ଥିଲା , ଏମାନେ କେଉଁ ଦେଶକୁ ଯାଇଥାନ୍ତେ ଏବଂ ଏମାନେ କେଉଁ ପୋର୍ଟରୁ ଜାହାଜ ଭିତରେ କିଭଳି ପ୍ରବେଶ କଲେ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post