ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଭାସ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପୈତୃକ ଘର ସମେତ 7ଟି ସ୍ଥାନରେ ରେଡ଼ ହେଉଛି ।
ଜଳେଶ୍ବରରେ ୮ଜଣିଆ ଟିମ ରେଡ଼ କରୁଥିବାବେଳେ ୧୧ ନଂ ୱାର୍ଡ ପୈତୃକ ଘର, ୧୦ ନଂ ୱାର୍ଡ ସମ୍ପର୍କୀୟଙ୍କ ଘରେ, ଲକ୍ଷ୍ମଣନାଥ ବାଇପାସ ଫାର୍ମ ହାଉସରେ ରେଡ଼ ଚାଲିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର