ପ୍ୟାରିସ ଅଲମ୍ପିକ୍ସ:ବ୍ରୋଞ୍ଜ ମେଡାଲ ପାଇଁ ଲଢିବେ ଲକ୍ଷ୍ୟ ସେନ୍

 

Paris Olympics: Nishar Sen will fight for the bronze medal

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସରେ ଆଜି ବ୍ରୋଞ୍ଜ ମେଡାଲ ପାଇଁ ଲଢିବେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ । ବ୍ରୋଞ୍ଜ ମୁକାବିଲାରେ ସେ ମାଲେସିଆର ଲି ଜି ଜିଆଙ୍କୁ ଭେଟିବେ। ଗତକାଲି ପୁରୁଷ ଏକକ ସେମିଫାଇନାଲରେ ଅଲିମ୍ପିକ୍ସ ବିଜେତା ଭିକ୍ଟର ଅକ୍ସେଲସେନଙ୍କଠୁ ପରାସ୍ତ ହୋଇଥିଲେ। ଅକ୍ସେଲସେନଙ୍କଠୁ ୨୦-୨୨ ଓ ୧୪-୨୧ରେ ପରାସ୍ତ ହୋଇଥିଲେ ଲକ୍ଷ୍ୟ ସେନ୍। ସେମିରେ ହାରି ବିଦାୟ ନେଇଥିଲେ ବି ଲକ୍ଷ୍ୟ ସେନ ଚଳିତ ଅଲମ୍ପିକ୍ସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ଲକ୍ଷ୍ୟ ସେନ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି। ଅଲମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାରେ ଲକ୍ଷ୍ୟ ସେନ୍ ହେଉଛନ୍ତି ପ୍ରଥମ ଭାରତୀୟ
 

Post a Comment (0)
Previous Post Next Post