ସୁନ୍ଦରଗଡରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ୩.୪ ତିବ୍ରତା

 


ଅର୍ଗସ ବ୍ୟୁରୋ:  ସୁନ୍ଦରଗଡରେ ମୃଦୁ ଭୂମିକମ୍ପ ହୋଇଥିବା ଜଣାପଡିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ତିବ୍ରତା ଥିଲା । ଆଜି ଦିନ ୨ଟା ୫୪ରେ ଭୁମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅଧିକ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ସୁନ୍ଦରଗଡରେ ଭୂମିକମ୍ପ ହୋଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post