ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

 


ଅର୍ଗସ ବ୍ୟୁରୋ: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଳି ଥାନା ଇଛାପୁର ଗ୍ରାମର ଅଜାମ୍ବର ନାୟକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଖରାସ୍ରୋତା ନଦୀ ସହିତ ସଂଯୁକ୍ତ ଥିବା ତଅଁଳାଡିହା ଯୋର ପାର୍‌ କରି ମଇଁଷି ନେଇ ଯାଉଥିବା ବେଳେ କୁମ୍ଭୀର ଝାମ୍ପିନେଇଛି l ନଦୀରେ ଖୋଜାଖୋଜା ଜାରି ରଖିଛନ୍ତି ସ୍ଥାନୀୟ ଲୋକ  ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post