ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଘଟଣା, ଜଣେ ଗିରଫ

 



ଅର୍ଗସ ବ୍ୟୁରୋ:  ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇବା ଘଟଣା । ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । କାନ୍ଥ ପାଚେରୀକୁ ନେଇ ଦୁଇ ପଡୋଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଝାରପଡା ଦୋଳ ମଣ୍ଡପ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ପୋଲିସ ସେଠାରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ବନ୍ଧୁକ ଦେଖାଇ ଆତଙ୍କ ଖେଳାଇ ଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Post a Comment (0)
Previous Post Next Post