ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ

ଭୁବନେଶ୍ୱର:  ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନକଲି ପୋଲିସ ଅଫିସର ସୁବାସ ଚନ୍ଦ୍ର କୁହଁରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡିଛି । ନିଜକୁ ପୋଲିସ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲା । ତିନି ଜଣଙ୍କୁ ବିବାହ କରିଛି । ତୃତୀୟ ସ୍ତ୍ରୀଙ୍କ ଅଭିଯୋଗ ପରେ ବାନ୍ଧିଲା ଖଣ୍ଡଗିରି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକରେ ପୋଷ୍ଟ କରିଥିଲା ଅଭିଯୁକ୍ତ ।

ମନୋଜ ମିଶ୍ର ନାଁରେ ଫେସବୁକରେ ଫେକ ଆଇଡି କରିଥିଲା । ଅଭିଯୋଗକାରିଣୀଙ୍କ ଗର୍ଭ ନଷ୍ଟ କରିବା ସହ ତାଙ୍କୁ ବ୍ଲାକମେଲିଙ୍ଗ କରି ଟଙ୍କା ଠକେଇ କରିଥିବା ନେଇ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ | ରାଉରକେଲା ଥାନା ଅଧିକାରୀ କହି ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫସଉଥିଲା । ଆଉ କେଉଁ କେଉଁ ମହିଳାଙ୍କୁ ଠକେଇ କରିଛି ନକଲି ପୋଲିସ ତାର ଖୋଳ ତାଡ଼ କରୁଛି ଖଣ୍ଡଗିରି ଥାନା ପୋଲିସ । 
ଅଧିକ ପଢନ୍ତୁ ଓଡ଼ିଶା ଖବର

Post a Comment (0)
Previous Post Next Post