ଶୁଭଶ୍ରୀ ନନ୍ଦଙ୍କୁ ସମ୍ମାନିତ କଲେ ପ୍ରଭାତୀ ପରିଡା

 ଭୁବନେଶ୍ୱର:  ଦିବ୍ୟଶକ୍ତିର ଅଧିକାରିଣୀ କୁନି ଝିଅ ଶୁଭଶ୍ରୀ ନନ୍ଦଙ୍କୁ ସମ୍ମାନିତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଗନ୍ନାଥଙ୍କ ଫଟୋ ସହ ଗୀତା ପୁସ୍ତକ ଉପହାର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କଟକ ଡିଏଭି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି ଶୁଭଶ୍ରୀ ନନ୍ଦ ।


ନିଜର ସାଧନା ବଳରେ ସେ ଏହି ଦିବ୍ୟଦୃଷ୍ଟିର ଅଧିକାରିଣୀ ହୋଇପାରିଛନ୍ତି । ଆଖିରେ କପଡା ବାନ୍ଧି ସେ ବହି ପଢିବା ସହ ସମ୍ମୁଖରେ ଥିବା ବସ୍ତୁକୁ ଚିହ୍ନିବା ସହ ରଙ୍ଗ ଓ ଲେଖାଯାଇଥିବା ସଂଖ୍ୟାକୁ ମଧ୍ୟ ପଢିପାରନ୍ତି । ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post