Highlights
ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭଡ଼ା ଘରେ ଓଢ଼ଣି ଲଗାଇ ଆତ୍ମହତ୍ୟା
ଯୁବତୀଙ୍କୁ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
ତିନି ମାସ ତଳେ ଜୋର୍ ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ
ଜୀବନ ହାରିଲେ ITI ଛାତ୍ରୀ । ଭଡ଼ା ଘରେ ଓଢ଼ଣି ଲଗାଇ ଆତ୍ମହତ୍ୟା । ଯୁବତୀଙ୍କୁ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ତିନି ମାସ ତଳେ ଜୋର୍ ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ ।
ଛାତ୍ରୀ ଜଣଙ୍କ ମାନସିକ ଚିନ୍ତାରେ ରହୁଥିଲେ । ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭଡ଼ା ଘରେ ଘଟିଛି ଘଟଣା । ଚନ୍ଦ୍ରଶେଖରପୁର ଥାନା ପୋଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
