ଘର ଉପରେ ଗଛ ପଡି 3 ପରିବାରର 9 ଆହତ

 କନ୍ଧମାଳ: ଘର ଉପରେ ଗଛ ପଡ଼ି  ୩ ପରିବାରର ୯ ଜଣ ଆହତ ହୋଇଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆରେ ଘଟିଛି ଏହି ଘଟଣା । ଗତକାଲି ବିଳମ୍ବିତ ରାତିରେ ବିରାଟକାୟ ଆମ୍ବ ଗଛ ଭାଙ୍ଗି ୩ ଘର ଉପରେ ପଡ଼ିଥିଲା । ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତିନି ନାବାଳିକା ଝିଅ ସମେତ ଜଣେ ନାବାଳକ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି । 


Post a Comment (0)
Previous Post Next Post