ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ

 ସମ୍ବଲପୁର:  ହୀରାକୁଦରେ ଝାଡାବାନ୍ତିରେ 3 ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜନସ୍ଵାସ୍ଥ୍ୟ ବିଭାଗ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ନିଜ ମୁଣ୍ଡରୁ ଦୋଷ ଖସାଇଦେଇଥିବା ଅଭିଯୋଗ ହୋଇଛି ।



ପିଅନ ବେଣୁଧର ବିଶ୍ବାଳ ଓ HR ପର୍ଶୁରାମ ପ୍ରଧାନ ନିଲମ୍ବିତ ହୋଇଛନ୍ତି । ତଳିଆ କମଚାରୀଙ୍କୁ ନିଲମ୍ବନ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି କି ଜନସ୍ବାସ୍ଥ୍ୟ ବିଭାଗ ?  ସେପଟେ ଜିଲ୍ଲା ପ୍ରଶାସନ ଝାଡାବାନ୍ତିରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ ବୋଲି ସଫେଇ ଦେଇଛି ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post