ଅର୍ଗସ ବ୍ୟୁରୋ : ଶିକାରୀ ଗୁଳିରେ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୋଡରେ କୁଳଡିହା ବନ ବିଭାଗ । ରାତି ଅଧିଆ କମ୍ବିଂ ଅପରେସନ କରିଛନ୍ତି ବନ ବିଭାଗର ଟିମ୍ । କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି ।