ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ

 ଅର୍ଗସ ବ୍ୟୁରୋ:  ତେଜିଲା ପାଟଶାଣି ବିରୋଧୀ ମେଳି। ଶଙ୍ଖ ଭବନରେ ରଘୁ ସାହୁଙ୍କ ସମର୍ଥକଙ୍କ ଭିଡ଼। ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ । ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟଶାଣି କ୍ୟାଣ୍ଡେଟ ହେବା ପାଇଁ ନବୀନ ଗ୍ରୀନ ସିଗନାଲ ଦେବା ପରେ ତୀବ୍ର ହୋଇଛି ଦଳୀୟ ଅନ୍ତ କନ୍ଦଳ । ପ୍ରସନ୍ନ ଙ୍କୁ ବିରୋଧ କରିବା ପାଇଁ ଚିଲିକାରୁ ହଜାର ହଜାର ବିଜେଡି କର୍ମୀ ଶଙ୍ଖ ଭବନ ସାମ୍ନା ରେ ଏକଜୁଟ ହୋଇଛନ୍ତି ।



ସେପଟେ ବିରୋଧକୁ ନେଇ ପ୍ରସନ୍ନ ପାଟଶାଣିଙ୍କ ପ୍ରତିକ୍ରିୟା , କହିଲେ ରାଜନୀତିରେ ସପକ୍ଷ ଓ ବିପକ୍ଷ ବିରୁଦ୍ଧରେ ମୁ କହୁ ନାହିଁ। ବିରୋଧୀ କଲେ ମୁଁ ତାକୁ ବିରୋଧ କରିବିନି। ଯାହା ଆମକୁ ନେତା ନିର୍ଦ୍ଦେଶ ଦେବେ ମୁଁ ତାକୁ ନିଷ୍ଠାର ସହ କରିବି।

Post a Comment (0)
Previous Post Next Post