ସାପ କାମୁଡାରେ ୪ ବର୍ଷ ଝିଅର ମୃତ୍ୟୁ

 ବଲାଙ୍ଗୀର :  ମୁରିବାହାଲ ଥାନା ଡଙ୍ଗରପଡ଼ା ଗାଁରେ ଅଭାବନୀୟ ଘଟଣା। ୪ ବର୍ଷର ଝିଅକୁ ସାପ କାମୁଡିବାରୁ ଚାଲିଗଲା ଜୀବନ । ରାତିରେ ଚାନ୍ଦିନୀ ବେନିଆ ଓ ତାଙ୍କ ଝିଅ ଦିବ୍ୟା ବେନିଆ ଶୋଇଥିବା ବେଳେ ସାପ କାମୁଡି ଥିଲା। ଆମ୍ବୁଲାନ୍ସରେ ଟିଟିଲାଗଡ ମୁଖ୍ୟ ହସ୍ପିଟାଲକୁ ନେବା ପରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ। 




ଅଧିକ ପଢନ୍ତୁ ଓଡିଶା ଖବର 
Post a Comment (0)
Previous Post Next Post