ବିଦ୍ୟୁତ୍ ଆଘାତ ଲାଗି ଯୁବକଙ୍କ ଚାଲିଗଲା ଜୀବନ

 କେନ୍ଦୁଝର:  ବିଦ୍ୟୁତ୍ ତାର ସଂଯୋଗ କରୁଥିବାବେଳେ ଘଟିଗଲା ଅଘଟଣ । ବିଦ୍ୟୁତ୍ ଆଘାତ ଲାଗି ଯୁବକଙ୍କ ଚାଲିଗଲା ଜୀବନ ।



ମୃତ ଯୁବକ ବଡ଼ବିଲ ଥାନା ଠାକୁରାଣୀ ଅଞ୍ଚଳର ସ୍ଵପ୍ନେଶ୍ୱର ନାଏକ। ସ୍ଵପ୍ନେଶ୍ୱର ନିଜ ଘରେ ଛିଡିଯାଇଥିବା ବିଦ୍ୟୁତ୍ ତାର ଦୁଇଟିକୁ ସଂଯୋଗ କରୁଥିବା ସମୟରେ ତାଙ୍କୁ  କରେଣ୍ଟ ଲାଗିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post