ଦେଶୀ ବନ୍ଧୁକ ଜବତ ଜଣେ ଗିରଫ

 ଅର୍ଗସ ବ୍ୟୁରୋ: ଦେଶୀ ବନ୍ଧୁକ ଜବତ ଜଣେ ଗିରଫ। ଗଜପତି ଗୋଷାଣୀ ବ୍ଳକ ଗୁରାଣ୍ଡି ଥାନା ପକ୍ଷରୁ ପେଟ୍ରୋଲିଙ୍ଗ ସମୟରେ କାଇଠଡା ଗ୍ରାମ ଠାରେ ଗୋଟିଏ ଦେଶୀ ବନ୍ଧୁକ ସହ ଜଣକୁ ଗିରଫ । ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଙ୍କ ତତ୍ତ୍ଵାବଧାନରେ ଗୋଷାଣୀ ବଡ଼ ନିଳାପୁରୁ ଆଦି ଗ୍ରାମାଞ୍ଚଳ ରେ ଗୁରାଣ୍ଡି ପୁଲିସ୍ ଟିମ୍ ପେଟ୍ରୋଲିଙ୍ଗ କରିଥିଲେ । ଗିରଫ ଅଭିଯୁକ୍ତ ସୁଜନ ମଣ୍ଡଳକୁ କୋର୍ଟ ଚାଲାଣ କରାଯାଇଛି ।



ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post