କେନ୍ଦ୍ର ସରକାରଙ୍କ ଉପହାର, ବଢ଼ିଲା ମନରେଗା ପାରିଶ୍ରମିକ

 ଅର୍ଗସ ବ୍ୟୁରୋ : ଗ୍ରାମାଞ୍ଚଳ ଶ୍ରମିକଙ୍କ ମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଦେଲା ବଡ଼ ଉପହାର । ବଢିଲା ମନରେଗା ପାରିଶ୍ରମିକ । ୩ରୁ ୧୦ ପ୍ରତିଶତ ବଢାଇଲେ କେନ୍ଦ୍ର ସରକାର । ଓଡ଼ିଶା ପାଇଁ ମନରେଗା ପାରିଶ୍ରମିକ ୨୫୪ ଟଙ୍କା । ଏପ୍ରିଲ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ମନରେଗା ପାରିଶ୍ରମିକ ।



ଅଧିକ ପଢନ୍ତୁ ଭାରତ ଖବର

Post a Comment (0)
Previous Post Next Post