ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

  ବୌଦ୍ଧ:  ନାରାୟଣପୁରର ଟେକମେଟ ଓ କାକ୍କୁର ଜଙ୍ଗଲରେ ଏନକାଉଣ୍ଟର । ଟଳିଲେ 7 ହାର୍ଡକୋର ମାଓବାଦୀ ।



ଏନକାଉଣ୍ଟରରେ 2 ମହିଳା ମାଓବାଦୀଙ୍କ ସମେତ 7 ହାର୍ଡକୋର ମାଓବାଦୀ ମୃତ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି  । 

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post