ବ୍ରହ୍ମପୁର: ବିଜେଡ଼ି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା । ବ୍ରହ୍ମପୁରର ବରିଷ୍ଠ ବିଜେଡି ନେତା ଟି.ଗୋପୀ ମଧ୍ୟ ବିଜେଡି ଛାଡିଛନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଉଭୟ । ଆଗକୁ କୁଆଡେ ଯିବି ନିଷ୍ପତ୍ତି ନେଇ ନାହିଁ ।
ଦଳରେ ଇଜ୍ଜତ ମିଳିଲା ନାହିଁ କି ସମ୍ମାନ ମିଳିଲା ନାହିଁ । ଗଞ୍ଜାମରେ କଂଗ୍ରେସରୁ ଆସିଥିବା ତିନି ଜଣ ନେତା ପୁରା ଦଳକୁ କବଜା କରି ରଖିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
