ଅର୍ଗସ ବ୍ୟୁରୋ: ୪୦ ଲକ୍ଷ ଟଙ୍କା ଦିଅ ଟିକେଟ ନିଅ । ଟଙ୍କା ନଦେବାରୁ ମିଳିନି ଟିକେଟ। ଅଭିଯୋଗ ଆଣିଲେ ଆସେଇ ନେତା ଶରତ ଚନ୍ଦ୍ର ବୁରୁଡା । ରାଜ୍ୟ କଂଗ୍ରେସରେ ଟିକେଟ ପାଇଁ ମଗାଯାଉଛି ବିପୁଳ ଅର୍ଥ। କିଏ ଦଳ ପାଇଁ କୋଣ କରୁଛି ତାର କୋଣସି ମୂଲ୍ୟ ନାହିଁ। ନିର୍ବାଚନ ଲଢ଼ିବାର ଅଛି ଆଉ ଟିକେଟ ପାଇବାର ଅଛି ଯଦି ଟଙ୍କା ଦିଅ ଏବଂ ଟିକେଟ ନିଅ । ଏପରି ସଂଘୀନ ଅଭିଯୋଗ ଆଣିଛନ୍ତି ଶରତ ଚନ୍ଦ୍ର ବୁରୁଡା । ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଟିକେଟ ବଣ୍ଟା ପରିସ୍ଥିତି ଉପୁଜିଲାଣି। ଭୋଟର କିଛି ନିଷ୍ପତ୍ତି ନେବା ପୂର୍ବରୁ ଟଙ୍କା ଦେଇ ଭୋଟ ବଣ୍ଟାଯାଉଥିବା ଅଭିଯୋଗ ହେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
