ଆଜି ବି ମଧ୍ୟ ଅସହ୍ୟ ହେବ ତାତି

 ଅର୍ଗସ ବ୍ୟୁରୋ : ଆଜି ମଧ୍ୟ ଅସହ୍ୟ ହେବ ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତକାଲି ୬ଟି ସହରରେ ତାପମାତ୍ରା ୪୧ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା । ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୧.୮ ଡିଗ୍ରୀ ରେକର୍ଡ ହୋଇଥିଲା । 



ଅଧିକ ପଢନ୍ତୁ ପାଣିପାଗ ଖବର

ସେହିଭଳି ମାଲକାନଗିରିରେ ୪୧.୬ ଡ଼ିଗ୍ରୀ, ଟିଟିଲାଗଡରେ  ୪୧.୫ ଡ଼ିଗ୍ରୀ, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରୀ, ଅନୁଗୁଳରେ ୪୧.୩ ଡ଼ିଗ୍ରୀ  ଓ ଭବାନୀପାଟଣାରେ ତାପମାତ୍ରା ଥିଲା ୪୧ ଡିଗ୍ରୀ । ଭବାନୀପାଟଣା: ୪୧ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ,  ସମ୍ବଲପୁର ୪୦.୪ ଡ଼ିଗ୍ରୀ, ତାଳଚେର: ୪୦.୪ ଡ଼ିଗ୍ରୀ ରହିଥିଲା । 

Post a Comment (0)
Previous Post Next Post