ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଗିରଫ


 

ଅର୍ଗସ ବ୍ୟୁରୋ:  ନନ୍ଦନକାନନ ଉପନିର୍ଦେଶକଙ୍କ ଅଫିସରେ ପଶି ଦୁର୍ବୁତ୍ତଙ୍କ ଆତଙ୍କରାଜ ଘଟଣା । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ନନ୍ଦନକାନନ ଥାନା ପୋଲିସ । ଖୋବା ପାହାଡ ସିଂ ଏବଂ ତାର ଦାରୁଠେଙ୍ଗ ର ଜଣେ ସହଯୋଗୀଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post