ପୂର୍ବରୁ ସେଣ୍ଟ୍ରାଲ୍ GST ଏବେ IT ରେଡ୍

 ଭୁବନେଶ୍ୱର: ସୁବ୍ରତ ଛାଟୋଇଙ୍କ VANIK କୋଚିଂ ସେଣ୍ଟର ଉପରେ ଆଇଟି ରେଡ୍ । ନୟାପଲ୍ଲୀ ସ୍ଥିତ କୋଚିଂ ସେଣ୍ଟରରେ ଚାଲିଛି ଚଢାଉ । ଟ୍ୟାକ୍ସ ଫାଙ୍କିବା ନେଇ ଆୟାକର ବିଭାଗ ରେଡ କରିଥୁବା ସୂଚନା ରହିଛି । ଏହା ପୂର୍ବରୁ VANIK ଉପରେ ସେଣ୍ଟ୍ରାଲ ଜିଏସଟି ରେଡ କରିଥିଲା । 



ଘର ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା Vanik କୋଚିଂ ସେଣ୍ଟର ବ୍ରାଞ୍ଚରେ ଚାଲିଛି ରେଡ଼ । ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ଼ ହେଉଥିବା ସୂଚନା ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post