ଅର୍ଗସ ବ୍ୟୁରୋ: ରିଏଲିଷ୍ଟେଟ କମ୍ପାନୀରେ ଆୟାକର ବିଭାଗର ରେଡ । କୋଟିଏରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି । ଷ୍ଟଲୱାର୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ରିଏଲିଷ୍ଟେଟ କମ୍ପାନୀରେ ଦୁଇ ଦିନ ଧରି ରେଡ୍ ଚାଲିଥିଲା । କମ୍ପାନୀ ମାଲିକାନାରେ ଥିବା ଏକ ହୋଟେଲରେ ମଧ୍ୟ ରେଡ ହୋଇଥିଲା । ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା । ଏହାସହ ଅଧିକ ତଦନ୍ତ ଜାରି ରଖିଛି ଆୟକର ବିଭାଗ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
