ଅର୍ଗସ ବ୍ୟୁରୋ: ଶିବଶଙ୍କର ଦାସ ଗିରଫ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ । କାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ। ଆକ୍ରମଣ ପରେ ଶିବଶଙ୍କରଙ୍କୁ ଅଟକ ରଖିଥିଲା ପୋଲିସ। ହତ୍ୟା ଉଦ୍ୟମ ଜାରି କରି ଗିରଫ କଲା ପୋଲିସ। ଆକ୍ରମଣରେ ଆହତ ପ୍ରଦୀପ ପାଣିଗ୍ରାହୀ ମେଡିକାଲରେ ଚିକିତ୍ସିତ। କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ କୋର୍ଟ ପଠାଗଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
