ଭୋଟ୍‌ ହାତେଇବାକୁ ଚକ୍ରାନ୍ତ, ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା


 

ଅର୍ଗସ ବ୍ୟୁରୋ:  ଭୋଟ୍‌ ହାତେଇବାକୁ ଚକ୍ରାନ୍ତ । ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅଧକ୍ଷ ସୁଧୀର ଦାସ ଟଙ୍କା ବାଣ୍ଟିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ରାଜ୍ୟରେ ମୋଦି ଲହର ଚାଲିଥିବା ବେଳେ ପଦାରେ ପଡିଛି ବିଜେଡିର ଭୋଟ ହାତେଇବା ରାଜନୀତି । ନିର୍ବାଚନ ଯେତେ ପାଖେଇ ଆସୁଛି ଭୋଟ ପାଇଁ ବିଜେଡି କିଛି ବି କରୁଥିବା ନଜର ଆସୁଛି। କେଉଁଠି ଧମକାଉଛି ତ କେଉଁଠି ଟଙ୍କା ବାଣ୍ଟୁଛି। କିନ୍ତୁ ଭୋଟର ସତର୍କ ହେଲେଣି, ଏଥର ଭୋଟ ତାକୁ ଦେବେ ଯିଏ କାମ କରିବ। 

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post