ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ



 ଅର୍ଗସ ବ୍ୟୁରୋ:  ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅନୁଭବ। ଖଣ୍ଡପଡାରୁ ଟିକେଟ୍‌ ନମିଳିବା ପରେ ଏପରି ନିଷ୍ପତ୍ତି। ଖଣ୍ଡପଡଶରୁ ସାବିତ୍ରୀ ପ୍ରଧାନଙ୍କୁ ମିଳିଛି ବିଜେଡି ଟିକେଟ୍‌। ଇସ୍ତଫା ପରେ ସ୍ୱାଧୀନ ଭାବେ ଲଢ଼ିପାରନ୍ତି ୈନୁଭବ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post