ଅର୍ଗସ ବ୍ୟୁରୋ: ଆସିଲା ବିଜେଡିର ପ୍ରାର୍ଥୀ ପତ୍ର ତାଲିକା। ବଳକା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବିଜେଡି। ଖଣ୍ଡପଡା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ହୋଇଥିବା ବେଳେ ନୀଳଗିରି ଆସନ ପାଇଁ ସୁକାନ୍ତ କୁମାର ନାୟକ ।କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହାସହ ଦେବଗଡ ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି। ରୋମାଞ୍ଚ ବିଶ୍ୱାଳ ଦେବଗଡ ବିଧାନସଭା ପ୍ରାର୍ଥୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
