ପିଲାର ଚୁଟି ବଢାଇବାକୁ ଚାହୁଁଛନ୍ତି ତେବେ ଏହି କାମ କରନ୍ତୁ

 ଅର୍ଗସ ବ୍ୟୁରୋ: ପିଲା ମାନେ ଯେତେବେଳ ଜନ୍ମ ହୋଇଥାନ୍ତି କାହାର କାହାର ଚୁଟି ଥାଏ କିନ୍ତୁ ଅନେକ ପିଲାମନଙ୍କର ଚୁଟି ଜମା ନଥାଏ । ସେତେବେଳେ ଆପଣ ମାନେ ଚିନ୍ତାରେ ଥିବେ କଣ କଲେ ପିଲାର ଚୁଟି ଶୀଘ୍ର ବଢିବ ।ଯଦି ଆପଣମାନେ ବି ନିଜ ପିଲାର ଚୁଟି ବଢାଇବାକୁ ଚାହୁଛନ୍ତି  ତେବେ ଏହି କାମ କରନ୍ତୁ । 

ଛୋଟ ପିଲାମାନଙ୍କର ସ୍କିନ ଆଉ ଚୁଟି ବହୁତ କୋମଳ ହୋଇଥାଏ । ସେମାନଙ୍କର ଯତ୍ନ ନେବା ସହଜ ହୋଇନଥାଏ । ତେବେ ଛୋଟ ପିଲାମାନଙ୍କର ଚୁଟି ଵଢାଇବା ପାଇଁ କିଛି ସାଧାରଣ ଉପାୟ ବ୍ୟବହାର କରନ୍ତୁ । 

:ଛୋଟ ପିଲାମାନଙ୍କର ଚୁଟି ବଢାଇବା ପାଇଁ ପ୍ରତିଦିନ ମୁଣ୍ଡରେ ନଡିଆ ତେଲ ଲଗାଇ ମାଲିସ କରନ୍ତୁ । 
:ନିୟମିତ ଭାବରେ ସେମାନଙ୍କ ମୁଣ୍ଡକୁ ଭଲ ଭାବରେ କୁଣ୍ଡାନ୍ତୁ ।  
:ଛୋଟ ପିଲାମାନଙ୍କର ଚୁଟିକୁ ସପ୍ତାହକୁ ୨ଥର  ସାମ୍ପୁରେ ଭଲ ଭାବରେ ଧୁଅନ୍ତୁ 
:ସଂପଟ ବ୍ରସ ଦ୍ଵାରା ଛୋଟ ପିଲାମାନଙ୍କର ଚୁଟିକୁ ଶୁଖାଇଦିଅ । 
:୬ ମାସରୁ ଅଧିକ ପିଲାମାନଙ୍କୁ ହେଲଦି ଖାଇବା ଦିଅନ୍ତୁ । 
:ସେମାନଙ୍କ ଖାଇବାରେ ଆମ୍ଵ,ଗାଜର,କଦଳୀ ଏହି ସବୁ ଖାଦ୍ୟକୁ ଅର୍ନ୍ତଭୁକ୍ତ କରନ୍ତୁ । 
 


Post a Comment (0)
Previous Post Next Post