- ମେ'୬ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ସଭାକୁ କରିବେ ସମ୍ବୋଧନ
- ବ୍ରହ୍ମପୁର ଓ ନବରଙ୍ଗପୁରର ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି । ରୋଡ୍ ସୋ' କରିବା ନେଇ ରହିଛି ସୂଚନା
- ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ । କହିଲେ, ମଂଚରେ କଥା ବେଶୀ, ତଳେ କାମ କମ୍
- ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା ଷଡଙ୍ଗୀ । କହିଲେ, ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେର ଚାଲିଛି ପ୍ରୟାସ
- ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁରେ ଫେକ୍ ଭିଡିଓ ଭାଇରାଲ୍ ପ୍ରସଙ୍ଗ । CEOଙ୍କ ନିକଟରେ ଫେରାଦ ହେଲା ଭାରତୀୟ ଜନତା ପାର୍ଟି
- ବରଗଡ଼ ବିଜେପୁରେ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଶାଳ ରାଲିରେ ଆସି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କଲେ ।
- ଅଯୋଧ୍ୟା ରାମ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପୂଜାର୍ଚ୍ଚନା । ନିର୍ବାଚନ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା ନେଇ ବଢିଲା ଚର୍ଚ୍ଚା
- ରାଜ୍ୟ ସରକାରଙ୍କ ଉପରେ ବର୍ଷିରେ ଧର୍ମେନ୍ଦ୍ର । କହିଲେ, ‘କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କ’ଣ ପାଇଁ ?’ ରାଜ୍ୟ ସରକାରଙ୍କୁ ଘାରିଛି ପ୍ରଧାନମନ୍ତ୍ରୀ ଶ୍ରେୟ ନେଇଯିବା ଡର । ରାଜ୍ୟର ବୈମାତୃକ ମନୋଭାବରୁ NH-୫୫ କାମ ଅଟକିଛି ’
- ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ଘସିପୁରା ଆସନକୁ ନେଇ ବଢିଲା ଚର୍ଚ୍ଚା