ନକଲି ରୁପା ଜବତ, ୪ ଅଟକ


 

ଅର୍ଗସ ବ୍ୟୁରୋ:  ୬୩ କିଲୋ ନକଲି ରୁପା ଜବତ।  ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜିଏସଟି ବିଭାଗ। ପଶ୍ଚିମବଙ୍ଗରୁ ଆସି ବିକୁଥିଲେ ନକଲି ରୁପା। ଯାହାକୁ ଧରିଲା ଜିଏସଟି ବିଭାଗ। ଧରିଲା ବାରିପଦା ଜିଏସଟି ବିଭାଗ। ଏହାସହ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post