ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର



 ଅର୍ଗସ ବ୍ୟୁରୋ:  ଗ୍ୟାସ ଟାଙ୍କି ଫାଟିଲା। ଏଥିରେ ୩ ଗୁରୁତର ହୋଇଥିବା ସୁଚନା ମିଳିଛି। ସଲଫ୍ୟୁରିକ ଗ୍ୟାସ ଟାଙ୍କି ଫାଟିବାରୁ ୫ ଆହତ ହୋଇଥିବା ସୂଚନା। ୫ ଜଣଙ୍କ ଭିତରେ ୩ ଜଣ ଗୁରୁତର । କାମ କରିବାବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି। ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋନଙ୍କର ଚାଲିଛି ଚିକିତ୍ସା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post