୧୨ଫୁଟର ଅଜଗର ଉଦ୍ଧାର ହେଲା


 

କେନ୍ଦ୍ରାପଡା: ୧୨ଫୁଟର ଅଜଗର ଉଦ୍ଧାର । ରାଜକନିକା ବ୍ଲକ ଅନ୍ତର୍ଗତ ଜୟନଗର ପଞ୍ଚାୟତ ବଜରପୁର ପୋଖରୀ ସାହି ଗାଁର ମେଘୁ ସାହୁ ଓ ବିଷ୍ଣୁ ଦାସ ଙ୍କ ଚୁଙ୍ଗୁଡ଼ି ଘେରୀରୁ ୧୨ଫୁଟଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି।

 ଏହି ସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦ୍ୟସ ତପନ କୁମାର  । ରାଜକନିକା ଜୟନଗର ଅଞ୍ଚଳ ଭିତରକନିକା ଅଭୟାରଣ୍ୟ ନିକଟତର ହୋଇଥିବାରୁ ଖାଦ୍ୟ ଅନ୍ଵଷଣରେ ଅଜଗର ସାପ ପଳେଇ ଆସୁଥିବା ଅନୁମାନ କରାଯାଉଛି। ଅଜଗର ସାପ ଟିକୁ ଭିତରକନିକା ଅଭୟାରଣ୍ୟର ରେଞ୍ଜର ଅଫିସରଙ୍କୁ ହସ୍ତାନ୍ତର କରାଯାଇଥିବା ଜଣା ପଡିଛି  ।

ଅଧିକ ପଢନ୍ତୁ ଓଡିଶା ଖବର

Post a Comment (0)
Previous Post Next Post