ଆଜି ଦିଲ୍ଲୀ ଯିବେ ଓଡ଼ିଶାର 20 ବିଜେପି ସାଂସଦ

 ଭୁବନେଶ୍ୱର:  ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା ।  ଆଜି ଦିଲ୍ଲୀ ଯିବେ ଓଡ଼ିଶାର 20 ବିଜେପି ସାଂସଦ ।

ଆସନ୍ତାକାଲି ବସୁଛି ବିଜେପିର ପାର୍ଲ୍ୟାମେଣ୍ଟାରୀ ବୋର୍ଡ ବୈଠକ । ଏହା ସହ ମୋଦୀ ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ସମସ୍ତ ସାଂସଦ । ଆଜି ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କ ସହ ଭେଟଘାଟ କାର୍ଯ୍ୟକ୍ରମ ମଧ୍ୟ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 


Post a Comment (0)
Previous Post Next Post