ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଭାଲୁ ଛୁଆ


 

ଅର୍ଗସ ବ୍ୟୁରୋ: ଖୋଲା କୂଅରେ ପଡିଲା ଭାଲୁ ଛୁଆ। ନୀଳଗିରି ବନ ବିଭାଗ ଅଧିନ ମହିସାପଟା ପଞ୍ଚାୟତ ଗୁଜୁଡିହା ଗାଁରେ ଘଟିଛି ଘଟଣା। 

ରାତିରେ ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ବାହାରି ଗାଁକୁ ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଥିବା ଅନୁମାନ। ଭାଲୁ ଛୁଆକୁ ବନ ବିଭାଗ ଓ ଗ୍ରାମବାସୀ ପକ୍ଷରୁ ଉଦ୍ଧାର ପାଇଁ ପ୍ରୟାସ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post