ଦୁର୍ଘଟଣାରେ ଦୁଇ ଆହତ


 

ଭୁବନେଶ୍ୱର: ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ସିରିଜ ଦୁର୍ଘଟଣା । ବସ ଓ ଦୁଇଟି କାର  ପଛକୁ ପଛ ଧକ୍କା । ଦୁର୍ଘଟଣା ପରେ ରସୁଲଗଡ଼ ପର୍ଯ୍ୟନ୍ତ ରାସ୍ତା ଜାମ ।

ଘଟଣାସ୍ଥଳରେ ସହିଦ ନଗର ପୋଲିସ ତଦନ୍ତ ଆରମ୍ଭ କରିଛି ।  ଦୁର୍ଘଟଣାରେ  ଦୁଇ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନ ଯୋଗୁ ଦୁର୍ଘଟଣା ଘଟିଥିବା ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post