ବିଷାକ୍ତ ମଦ ପିଇ ୩୦ ମୃତ ୬୦ରୁ ଅଧିକ ଗୁରୁତର



 ଅର୍ଗସ ବ୍ୟୁରୋ: ପୁଣି ଜୀବନ ନେଲା ବିଷାକ୍ତ ମଦ । ତାମିଲନାଡୁର ଏକ ଘଟଣା ସାମ୍ନାକୁ ଆସିଛି ଯାହା କିଛି ଲୋକ ବିଷାକ୍ତ ମଦ ପିଇ ୩୦ଜଣଙ୍କର ମୃତ୍ୟୁ ହୋଇଛି।  ୬୦ରୁ ଅଧିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏପରି କାହିଁକି ବାରମ୍ବାର ଘଟୁଛି ତାହାର ଜଣାପଡିନାହିଁ । ଘଟଣା ସ୍ଥଳରେ  କ୍ରାଇମବ୍ରାଞ୍ଚ ପହଂଚି ତଦନ୍ତ ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

Post a Comment (0)
Previous Post Next Post