ଅର୍ଗସ ବ୍ୟୁରୋ: ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର।.ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ସେପଟେ ହିଟୱେଭରେ ୩ ଦିନ ଜଳିବ ପଶ୍ଚିମ ଓଡ଼ିଶ ।
ଏଥିପାଇଁ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି...'କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରକୁ ୟେଲୋ ୱାର୍ଣ୍ଣିଂ'।.ଓଡ଼ିଶାକୁ ମୌସୁମୀ ଆସିବା ନେଇ କୌଣସି ଆକଳନ ହୋଇନି ।.ପାଗ ଅନୁକୂଳ ନଥିବାରୁ ଓଡ଼ିଶାକୁ ବିଳମ୍ବରେ ଆସିପାରେ ମୌସୁମୀ। ଓ ତାତି ରହିବା ସମ୍ଭାବନା ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା
ଅଧିକ ପଢନ୍ତୁ ଓଡ଼ିଶା ଖବର
