ଓଡ଼ିଶାରେ ପ୍ରଥମ କୁକିଙ୍ଗ ରିୟାଲିଟି ସୋ' ସ୍ୱାଦ ଓଡ଼ିଶା ସିଜନ-୨

 ଭୁବନେଶ୍ୱର:  ଓଡ଼ିଶାରେ ପ୍ରଥମ  କୁକିଙ୍ଗ ରିୟାଲିଟି ସୋ'  ସ୍ୱାଦ ଓଡ଼ିଶା ସିଜନ-୨ ଆରମ୍ଭ ହୋଇଯାଇଛି । ଏହାକୁ ହୋଷ୍ଟ କରୁଛନ୍ତି  ସ୍ମୃତିଶ୍ରୀ ସିଂ।  ଏହି ସିଜନରେ  ଓଡ଼ିଶାର  ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିବ ଦର୍ଶକଙ୍କ ମନ ।  ଆଞ୍ଚଳିକ ଏବଂ ପାରମ୍ପରିକ  ଖାଦ୍ୟର ପରିବେଷଣ ହେଉଛି ।

 ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ  ପରି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ ପୁରା ଟେଷ୍ଟିର ଟେକନିକ ବତାଇଦିଆଯାଉଛି । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଏବଂ ସ୍ୱାଦର ଜାଣୁଛନ୍ତି ସ୍ୱାଦ ଓଡ଼ିଶାରେ ।  ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ  ଆଉ ତାର ସ୍ୱାଦ  ନେଇ ଆରମ୍ଭ ହୋଇଛି  ସ୍ୱାଦ ଓଡ଼ିଶା ସିଜନ-୨ ।  ତେବେ ଦେଖିବାକୁ  ଭୁଲନ୍ତୁ ନାହିଁ ପ୍ରତ୍ୟେକ  ରବିବାର ଅପରାହ୍ନ ୧ଟା ୩୦  ଏବଂ   ଏବଂ ପୁନଃ ପ୍ରସାରଣ ସମୟ ଶୁକ୍ରବାର ରାତି ୯ଟା ୩୦ ଏବଂ  ଶନିବାର ଅପରାହ୍ନ  ୩.୩୦ ରେ କେବଳ ଅର୍ଗସ  ନ୍ୟୁଜରେ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 


Post a Comment (0)
Previous Post Next Post