ଅର୍ଗସ ବ୍ୟୁରୋ: ଗଞ୍ଜାମ ଆସିକା ଏନଏସି ବସ ଷ୍ଟାଣ୍ଡ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ଗୁରୁତର 3 ଜଣ ଆହତ ଥିବା ସୂଚନା । ଗୁରୁତର ବ୍ୟକ୍ତି ବାବନପୁର ଗ୍ରାମର ସନ୍ତୋଷ କୁମାର ପଟ୍ଟନାୟକ ଅନ୍ୟ ଜଣେ ତିନି ଜଣ ମାମୁଁଢିଅ ଗାଁ ବୋଲି ଜଣାରଡିଛି । ଚିକିତ୍ସା ପାଇଁ ସମସ୍ଥଙ୍କୁ ଆସିକା ଉପଖଣ୍ଡ ଚିକତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସନ୍ତୋଷଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
