ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । 11ଟି ବିଭାଗରେ ପ୍ରବେଶିକା ପରୀକ୍ଷା ହୋଇଥିଲା । 56 ହଜାର 47 ଜଣ ପରୀକ୍ଷା ଦେଇଥିଲେ । 56 ହଜରା ପରୀକ୍ଷାର୍ଥୀଙ୍କୁ ମିଳିଛି ରାଙ୍କ କାର୍ଡ ।
ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି ଟପ୍ପର । ବି ଫାର୍ମାରେ ସାଗରିକା ଦାସ ଟପ୍ପର । ଏମସିଏରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ପୂର୍ବୀ ପ୍ରିୟା ନାୟକ ଟପ୍ପର ।
www.ojee.nic.in ଏବଂ www.odishajee.nic.in ରେ ରାଙ୍କ କାର୍ଡ ଉପଲବ୍ଧ ।
ଆହୁରି ପଢନ୍ତୁ ଓଡିଶା ଖବର...