ଯୋଜନା ପାଇଁ ଖର୍ଚ୍ଚ ହେଲା 399 କୋଟି, ଆୟ ହୋଇଛି ମାତ୍ର 25 କୋଟି



 ଭୁବନେଶ୍ୱର: କ୍ଷତିରେ ଚାଲୁଛି ଲକ୍ଷ୍ମୀ ଯୋଜନା । 374 କୋଟି 8 ଲକ୍ଷ 58 ହଜାର 55 ଟଙ୍କା କ୍ଷତିରେ ଅଛନ୍ତି ସରକାର । ଅକ୍ଟୋବର 2023 ରୁ ଅଗଷ୍ଟ 2024 ଯାଏଁ ମାତ୍ର 10 ମାସରେ ଏହି କ୍ଷତି ସହିଛନ୍ତି ସରକାର । ବିଧାନସଭାରେ ବିଜେପି ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ । 

କେଇଟା ମାସରେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ବସ୍ ଷ୍ଟାଣ୍ଡ

ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ 1340 ଟି ବସ ଚାଲିଥିବା ବେଳେ ବସ ଚଳାଚଳ ବାବଦରେ ରାଜ୍ୟ ସରକାର 399 କୋଟି 12 ଲକ୍ଷ 44 ହଜାର 640 ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର 25 କୋଟି 3 ଲକ୍ଷ 86 ହଜାର 585 ଟଙ୍କା ।

ବଦଳିବ ଲକ୍ଷ୍ମୀ ବସ୍‌ ନାଁ !

Post a Comment (0)
Previous Post Next Post